ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ତୃତୀୟ ପର୍ୟ୍ୟାୟ ପାଇଁ ମତଦାନ ଜାରି ରହିଛି। ଯେଉଁଥିରେ ପାକିସ୍ତାନର ଶରଣାର୍ଥୀ ମଧ୍ୟ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ଏହି ଲୋକମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଜଣେ ଭୋଟର କହିଛନ୍ତି ଯେ ୭୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଆମେ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ଭୋଟ୍ ଦେଉଛୁ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେଇ ଆମେ ଖୁସି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0