ଜମ୍ମୁକାଶ୍ମୀର : ପହଲଗାମ୍ ଅଞ୍ଚଳରେ ଆଜି ଭୋର ୪ଟା ୨୯ ମିନିଟ ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି।

Visitors Today : 0
Total Visitors : 130175
Total Views : 9891622
Visitors Online Now : 0