ଦିଲ୍ଲୀ : ଦିଲ୍ଲୀରେ ବାଣ ଫୁଟାଇଲେ କିମ୍ବା ବିକିଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଏହା ଘୋଷଣା କରିଛନ୍ତି। ଦିଲ୍ଲୀରେ ବାଣ ନିଷିଦ୍ଧ ଘୋଷଣା ନଭେମ୍ବର ୭ରୁ ୩୦ ପର୍ୟ୍ୟନ୍ତ ବଳବତ୍ତର ରହିବ। ଦିଲ୍ଲୀରେ ଗ୍ରିନ୍ ବାଣ ସମେତ ସମସ୍ତ ବାଣ ବିକ୍ରି ଏବଂ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗତକାଲି ଘୋଷଣା କରିବାପରେ ଆଜି ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ଦଣ୍ଡବିଧାନ ସଂକ୍ରାନ୍ତରେ ଘୋଷଣା କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0