ନୂଆଦିଲ୍ଲୀ: ବଲିଉଡ଼୍ ଓ ଡ୍ରଗ୍ସ ମାମଲାରେ ସଂସଦରେ ଆଜି ବର୍ଷିଛନ୍ତି ବରିଷ୍ଠ ସାଂସଦ ଜୟା ବଚ୍ଚନ । ଜଣଙ୍କ ପାଇଁ ପୁରା ବଲିଉଡ଼କୁ ବଦନାମ କରିବା ଠିକ୍ ନୁହେଁ । ପ୍ରତ୍ୟେକ୍ଷ ଭାବେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେଉଛି ବଲିଉଡ଼୍ । ଇଣ୍ଡଷ୍ଟ୍ରୀର କିଛି ଲୋକ ଅଛନ୍ତି ଯେଉଁମାନେ ସବୁଠୁ ଅଧିକ ଟିକସ ଦେଉଛନ୍ତି । କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍ ନାହିଁ । ତେଣୁ ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବଲିଉଡ଼୍କୁ ଟାର୍ଗେଟ କରାଯାଇଛି । ବଲିଉଡର ସମର୍ଥନ ପାଇଁ ସରକାର ଆଗକୁ ଆସନ୍ତୁ ବୋଲି କହିଛନ୍ତି ଜୟା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0