spot_img

ଝରାଫୁଲ ମୃତ୍ୟୁ ଘଟଣା: ଜବତ ହେଲା ସ୍କୁଟର

ଭୁବନେଶ୍ୱର : ଝରାଫୁଲ ମୃତ୍ୟୁ ଘଟଣାରେ ଆଉ ଏକ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ଝରାଫୁଲଙ୍କ ମୃତ୍ୟୁକୁ ବର୍ତ୍ତମାନ ସୁଦ୍ଧା ୭ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କେତେଟା ଜିନିଷ ଉପରୁ ପରଦା ହଟାଇପାରୁନଥିଲା ପୋଲିସ । ଯେପରି ଝରାଫୁଲଙ୍କ ମୃତଦେହ ବୋହିନେଉଥିବା ସ୍କୁଟି, ମୋବାଇଲ ଏବଂ ରାକେଶଙ୍କ ସହଯୋଗ ।

ତେବେ ଏସବୁ ମଧ୍ୟରୁ ଗୋଟିଏ ସାମଗ୍ରୀ ଉପରୁ ପରଦା ହଟାଇଛି ପୋଲିସ । ଝରାଫୁଲଙ୍କ ମୃତ୍ୟୁ ଦିନଠାରୁ ଗାଏବ ଥିବା ସ୍କୁଟିକୁ ଜବତ କରିଛି ପୋଲିସ । ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ସ୍କୁଟିକୁ ଜବତ କରିଛି ଯାଜପୁର ପୋଲିସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular