spot_img

ଖୁବଶୀଘ୍ର ଜିଓ ଆରମ୍ଭ କରିବା ପାଇଁ ଯାଉଛି ୫ଜି ସେବା

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଜିଓ ଆରମ୍ଭ କରିବା ପାଇଁ ଯାଉଛି ୫ଜି ସେବା । ତେବେ ଗତ ବର୍ଷ ଦ୍ୱିତୀୟାର୍ଦ୍ଧରେ ଦେଶରେ ୫ଜ ସେବା ଆରମ୍ଭ କରିବାକୁ ଶିଳ୍ପପତି ମୁକେଶ ଅମ୍ବାନୀ ଆଶା କରିଥିଲେ। ବର୍ତ୍ତମାନ ଟେଲିକମ୍ ବିଭାଗ ମାର୍ଚ୍ଚ ୧ ରୁ ଅନୁଷ୍ଠିତ ହେବାକୁ ଥିବା ସ୍ପେକ୍ଟ୍ରମ୍ ନିଲାମରେ ଅଂଶଗ୍ରହଣ କରିବାକୁ ଆବେଦନ କରିବାକୁ ଆହ୍ୱାନ ଦେଇଛି, ଏହାର ଗୁଜବ ତୀବ୍ର ହୋଇଛି ଯେ ଜିଓ ୭୦୦ ମେଗାଜର୍ ସ୍ପେକ୍ଟ୍ରମ ପାଇଁ ବିଡ୍ କରିପାରନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular