ଅଭିନେତ୍ରୀ କଙ୍ଗନା ରଣାଫ୍ୱାତଙ୍କନ ଅଫିସକୁ ବେଆଇନ ନିର୍ମାଣ ଅଭିଯୋଗରେ ବିଏମସି ଭଙ୍ଗାରୁଜା କରିଥିଲେ । ଏବେ କଙ୍ଗନା କହିଛନ୍ତି ଯେ ଅଫିସକୁ ପୁଣିଥରେ ତିଆରି କରିବା ପାଇଁ ମୋ ପାଖରେ ଟଙ୍କା ନାହିଁ । ସାମାଜିକ ଗଣମାଧ୍ୟମରେ ସେ ଏକଥା ଜଣାଇଛନ୍ତି । ଏଇ କିଛି ଦିନ ହେବ କଙ୍ଗନା ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସେ ଏହା ମଧ୍ୟ ଟୁଇଟରେ ଲେଖିଛନ୍ତି ଜାନୁୟାରୀ ୧୫ରେ ଅଫିସ ଖୋଲିଥିଲି । ଏହା ପରେ ମହାମାରୀ ବ୍ୟାପିଲା । ଅନ୍ୟ ଲୋକଙ୍କ ଭଳି ସେବେଠୁ ମୁଁ ବି କିଛି କାମ କରିନାହିଁ । ଏହାକୁ ଆଉଥରେ ତିଆରି କରିବାକୁ ମୋଦ ପାଖେ ଟଙ୍କାଜ ମଧ୍ୟ ନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0