ସାଉଥ ସୁନ୍ଦରୀ କାଜଲ ଅଗ୍ରୱାଲ ନିଜ ଅଭିନୟର ଯାଦୁରେ ଅଗଣିତ ଦର୍ଶକବନ୍ଧୁଙ୍କୁ ବାନ୍ଧି ରଖିଛନ୍ତି | କେବଳ ଦକ୍ଷିଣ ଭାରତୀୟ ଫିଲ୍ମ ନୁହେଁ ସେ ବଲିଉଡରେ ମଧ୍ୟ ନିଜର ପରିଚୟ ଦେଖାଇ ପାରିଛନ୍ତି | କିନ୍ତୁ ବର୍ତ୍ତମାନ ଏକ ବିଜ୍ଞାପନ ତାଙ୍କୁ ଅଡୁଆରେ ପକେଇ ଦେଇଛି | ଗତ ବର୍ଷ ସେ ମୁମ୍ବାଇର ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଦୀପାବଳି ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏକ ମଦ ବିଜ୍ଞାପନର ସୁଟିଂ କରିଛନ୍ତି, ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି। ଜଣେ ଲେଖିଛନ୍ତି, ‘ କେହି ମଣିଷ ଏତେ ତଳକୁ କିପରି ଖସି ଯାଇପାରେ। ଟଙ୍କା ପାଇମଁ ମଦକୁ ପ୍ରୋତ୍ସାହିତ କରୁଛନ୍ତି। ସେ ଭଲଭାବରେ ଜାଣନ୍ତି ଯେ ତାଙ୍କର ଅଧିକାଂଶ ଫଲୋୟର୍ସ ୧୮ ରୁ ୨୫ ବର୍ଷର ଅଛନ୍ତି।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଏନସିବିକୁ ରେଡ୍ ପାଇଁ ପଠାଇବାକୁ ପଡ଼ିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0