ଗାଈକୁ ଭାରତର ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଉ ବୋଲି ରବିବାର ଦିନ ଯୋଗ ଗୁରୁ ତଥା ‘ପତଞ୍ଜଳି ପୀଠ’ର ମୁଖ୍ୟ ବାବା ରାମଦେବ ପୁନର୍ବାର ଦାବି କରିଛନ୍ତି | ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ‘ମହତି ଅଡିଟରିୟମ୍’ରେ ‘ଟିଟିଡି’ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଗୋ ମହା ସମ୍ମେଳନ’ର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ବାବା ରାମଦେବ କହିଲେ ଯେ, ‘ଟିଟିଡି ଟ୍ରଷ୍ଟ୍ ବୋର୍ଡ’ର ପରାମର୍ଶ ଅନୁଯାୟୀ ଗାଈକୁ ଭାରତର ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବନା ଆଗତ କରିବା ଉଚିତ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0