spot_img

କାମାକ୍ଷାନଗର ଏନଏସି ସଟଡ଼ାଉନ

କାମାକ୍ଷାନଗର : କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ବିଭିନ୍ନ ଅଞ୍ଚଳକୁ ଲକ୍‌ଡାଉନ୍‌ ଓ ସଟଡାଉନ ଘୋଷଣା କରାଯାଉଛି । ଏହିପ୍ରରିପେକ୍ଷୀରେ ଆଜିଠୁ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ସଟଡାଉନ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କାମାକ୍ଷାନଗରକୁ ସଟଡାଉନ ଘୋଷଣା କରିଛନ୍ତି ଢ଼େଙ୍କାନାଳ ଜିଲ୍ଲାପାଳ ।

shutdown

LEAVE A REPLY

Please enter your comment!
Please enter your name here

- Advertisment -

Most Popular