spot_img

ଆଜିଠୁ ଆରମ୍ଭ ହେବ କେବିସି-୧୨

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ବହୁ ଚର୍ଚ୍ଚିତ ଶୋ’ ‘କୌନ ବନେଗା କରୋଡ଼ ପତି’ର ୧୨ତମ ସଂସ୍କରଣ ଆଜି ଆରମ୍ଭ ହେବାକୁ ଯାଉଛି । ଅମିତାଭ ବଚ୍ଚନଙ୍କ ପରିଚାଳିତ କେବିସି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସୋନି ଟିଭିରେ ପ୍ରସାରିତ ହେବ । ସୂଚନା ଅନୁସାରେ, ନୂତନ କେବିସିରେ ଅନେକ ସାରା ପରିବତ୍ତନ ଦେଖିବା ପାଇଁ ମିଳିବ ।

ସାମାଜିକ ଦୂରତା ରକ୍ଷା କରିବା ପାଇଁ ‘ଫାଷ୍ଟେଷ୍ଟ ଫିଙ୍ଗର’ଙ୍କ ପୋଷ୍ଟ ସଂଖ୍ୟା ମାତ୍ର ୮ଜଣରେ ସୀମିତ କରି ଦିଆଯାଇଛି । ଅନ୍ୟପଟେ ପ୍ରତିଯୋଗୀଙ୍କ ସହ କେବଳ ଜଣେ ହିଁ ଶୋ’ରେ ପ୍ରବେଶ କରିପାରିବେ । ମହାମାରୀ କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କେବିସିର ପ୍ରଥମ ଅଧ୍ୟାୟରେ ଦେଖିବା ପାଇଁ ମିଳିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular