ବିହାର ନିର୍ବାଚନ ଆଉ ଅଳ୍ପଦିନ ବାକି ରହିଥିବାବେଳେ ଦଳକୁ ସୃଦୃଢ କରିବା ଆଶାରେ ଅଣ୍ଟା ଭିଡିଛି କଂଗ୍ରେସ । ତେବେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶକିଲ ଅହମ୍ମଦଙ୍କ ଉପରୁ ନିଲମ୍ବନକୁ ପ୍ରତ୍ୟାହାର କରିନେଇଛି ଦଳ । ଗତ ବର୍ଷ ବିହାରର ଲୋକସଭା ଆସନ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିନ୍ଦନ୍ଦିତା କରିବା ନେଇ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶକିଲ ଅହମ୍ମଦଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା ।ବିହାର ପ୍ରଦେଶ କଂଗ୍ରସେ କମିଟିର ଶକ୍ତିସିନ ଗୋହିଲ ଅହମ୍ମଦକୁ କଂଗ୍ରେସ ଦଳ ପକ୍ଷରୁ ନିଲମ୍ବନର ବର୍ଷେ ପରେ ସ୍ୱାଗତ କରାଯାଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0