ଖୋର୍ଦ୍ଧା: କରୋନା କଟକଣା ସତ୍ୱେ ଖୋର୍ଦ୍ଧା ଓ ଜଟଣୀରେ ପାଳନ ହୋଇଛି ପବିତ୍ର କାର୍ତିକ ପୁର୍ଣ୍ଣିମା । ପ୍ରଶାସନ ଧର୍ମାନୁଷ୍ଠାନକୁ ବନ୍ଦ କରିବାର ନିଷ୍ପତି ନେଇଥିଲେ ମଧ୍ୟ କିଛି ମନ୍ଦିର ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ଭକ୍ତ ଓ ବ୍ରତଧାରୀ ମାନେ ପୂଜା ଉତଯାପନ କରିବା ପାଇଁ ବିଭିନ୍ନ ମନ୍ଦିରରେ ପହଞ୍ଚିଥିଲେ । କରୋନା କଟକଣା ମାନି ତଥା ସାମାଜିକ ଦୂରତ୍ୱ ରକ୍ଷା କରି ବ୍ରତ ଉତଯାପନ କରିଥିଲେ । କିଛି ମନ୍ଦିର ଓ ଧର୍ମାନୁଷ୍ଠାନରେ ନାମଯଜ୍ଞ ମଧ୍ୟ କରାଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0