spot_img

୬ ବଲରେ ୬ ଛକା ମାରି ରେକର୍ଡ଼ ସୃଷ୍ଟି କଲେ କିରଣ ପୋଲାର୍ଡ

ଗୋଟିଏ ଓଭର୍ରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି କିରଣ ପୋଲାର୍ଡ  ଆଣ୍ଟିଗୁଆର କୁଲିଗ୍କ୍ରିକେଟ୍ଗ୍ରାଉଣ୍ଡ୍ରେ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି ସାର୍ଗ୍ୟାରି ସୋବର୍ସଙ୍କ ପରେ ଗୋଟିଏ ଓଭର୍ରେ ୬ଟି ଛକା ମାରିବାରେ ସେ କ୍ୟାରିବୀୟ ଅଞ୍ଚଳର ଦ୍ୱିତୀୟ ଖେଳାଳି ହେବାର ମର୍ଯ୍ୟାଦା ପାଇଛନ୍ତି ଷଷ୍ଠ ଓଭର୍ରେ ଶ୍ରୀଲଙ୍କାର ଅଫ୍‌-ସ୍ପିନର୍ଅକିଲା ଧନଞ୍ଜୟଙ୍କ ବୋଲିଙ୍ଗ୍ବିପକ୍ଷରେ ବ୍ୟାଟିଙ୍ଗ୍କରି ପୋଲାର୍ଡ ଏହି ୬ଟି ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି ।କ୍ରିକେଟ୍ଇତିହାସରେ ଗୋଟିଏ ଓଭର୍ରେ ୬ଟି ଛକା ମାରିବାରେ ପୋଲାର୍ଡ ହେଲେ ଅଷ୍ଟମ ଖେଳାଳି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular