ଦୁବାଇ: ଆଜି ମୁହାଁ ମୁହିଁ ହେଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଓ କଲିକତା ନାଇଟ ରାଇଡର୍ସ । ତେବେ ଆଜିର ମ୍ୟାଚରେ ଟସ ଜିତି କଲିକତା ବ୍ୟାଟିଂ କରିବାର ନିଷ୍ପତି ନେଇଛି ।
#KKR have won the toss and they will bat first against #CSK.#Dream11IPL pic.twitter.com/7iDHNesmDv
— IndianPremierLeague (@IPL) October 7, 2020
ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧିନ କଲିକତା ନାଇଟ୍ ରାଇଡର୍ସ ଟିମ ଚଳିତ ଆଇପିଏଲ୍ରେ ୪ଟି ମ୍ୟାଚ୍ ଖେଳିଛି । ତେବେ କଲିକତା ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୧୮ ରନ୍ରେ ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚକୁ ଜିତିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି କଲିକତା ନାଇଟ ରାଇଡ଼ର୍ସ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0