ରାଜ୍ୟରେ ବେଧଢକ ଭାବରେ ଦିନକୁ ଦିନ ବଢୁଚି ଦେହ ବ୍ୟବୟାୟ । ହୋଟେଲ ଓ ସ୍ପା ସେଣ୍ଟରରେ ବଢୁଚି ବ୍ୟବସାୟ । ସାମିଲ ହେଉଛନ୍ତି ବଙ୍ଗଲା ଓ ଥାଇଲାଣ୍ତ ଗାର୍ଲ.ଫୋନରେ ଫିକ୍ସ ହେଉଛି ରେଟ୍ ଏଥିସହ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ରହିଛି ବେଶ ଡିମାଣ୍ତ । ଯଦି ଆମେ ଦେଖିବା ବିଗତ କିଛି ଦିନ ହେବ ଗ୍ରାହକଙ୍କ ଡିମାଣ୍ତ ଦେଖି ବଢି ଚାଲିଛି ଦେହ ବ୍ୟବସାୟ । ଯୁବତୀଙ୍କ ପାଇଁ ରାତି ପିଛା ୫ରୁ ୧୦ ହଜାର ଟଙ୍କା ।ଦଲାଲ ମଧ୍ୟ ଯୁବତୀଙ୍କୁ ନେଇ ଠିକଣା ସ୍ଥାନରେ ପହଂଚି ହୋମ୍ ସର୍ଭିସ ଠୁ ଆରମ୍ଭ କରି କର୍ପୋରେଟ ପର୍ଜ୍ୟନ୍ତ ବେପାର ଚାରିଆଡେ ଖେଳିଯାଇଛି



Visitors Today : 3
Total Visitors : 130169
Total Views : 9891615
Visitors Online Now : 0