କୋଣାର୍କ : ଆଜି କୋଣାର୍କ ନିକଟ ସମୁଦ୍ରରେ ଏକ ମାଛ ଧରା ଡଙ୍ଗା ବୁଡ଼ିଯିବାରୁ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ହୋଇଥିବା ବ୍ୟକ୍ତି ଜଣକ ହେଲେ ଚନ୍ଦ୍ରଭାଗା ନୋଳିଆ ସାହିର ଏକେ ଆପୋଲୋ ରାଜୁ । ପରେ ଓଡ୍ରାଫ ଟିମ୍ ପହଞ୍ଚି ନିଖୋଜ ବ୍ୟକ୍ତିକୁ ଖୋଜା ଖୋଜି କରୁଥିବା ଜଣାଯାଇଛି ।
ତେବେ ଏହି ଦୁର୍ଘଟଣାରୁ ଅନ୍ୟ ୪ ଜଣ ପହଁରୀ ପହଁରୀ କୂଳକୁ ଆସି ଯାଇଛନ୍ତି ।