spot_img

ଆସନ୍ତାବର୍ଷ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା, ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର ୨୬।୮: ୨୦୨୨ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା । କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି ବୋଲି PCCF ଶଶୀ ପଲ ସୂଚନା ଦେଇଛନ୍ତି ।  ହେଲେ କେଉଁ ପଦ୍ଧତିରେ ହେବ, ତାକୁ ଅପେକ୍ଷା କରାଯାଇଛି । ତେବେ ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା । ୨୦୧୭ ଗଣନା ଅନୁସାରେ, ରାଜ୍ୟରେ ୧୯୭୬ ହାତୀ ଥିଲେ। ହାତୀ ୩ଟି କାରଣରୁ ମରୁଛନ୍ତି । ଗୋଟିଏ ସ୍ବାଭାବିକ ମୃତ୍ୟୁ । ଦ୍ଵିତୀୟ ରୋଗରେ ଯେପରି ଗତ ଫେବୃଆରୀରେ କଳାହାଣ୍ଡିର କଲରାପାଟରେ ହୋଇଥିଲା । ତୃତୀୟରେ ବର୍ଷକୁ ୧୫ରୁ ୨୦ ହାତୀ ଅସ୍ଵାଭାବିକ କାରଣରୁ ମରନ୍ତି । ଯେପରି ଟ୍ରେନ୍ ଧକ୍କା, ବିଦ୍ୟୁତ ଆଘାତ, ଶିକାର ବି କାରଣ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular