spot_img

ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ସାତ୍ତିକ ସାଇରାଜ କରୋନା ପଜିଟିଭ ..

ବ୍ୟାଡମିଣ୍ଟନ ଖେଳାଳୀ ସାତ୍ତିକ ସାଇରାଜ କୋରାନା ପଜିଟିଭ ହୋଇଛନ୍ତି । କୋଭିଡ-୧୯ ରିପୋର୍ଟ ଜଣାପଡିବା ପରେ ସେ ଗୋଟିଏ ସପ୍ତାହ  ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଶନିବାର ଜାତୀୟ କ୍ରୀଡା ଦିବସରେ ସାତ୍ତିକଙ୍କୁ ଅର୍ଜୁନ ଆଫ୍ୱାର୍ଡ ପ୍ରଦାନ କରାଯିବ । ମହାମାରୀ କରୋନା ଭାଇରସ କାରଣରୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୦ର ଭର୍ଚୁଆଲ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାତ୍ତିକଙ୍କ ଠାରେ କୌଣସି ଲକ୍ଷଣ ନଥିବା ଜଣାପଡିଛି । ପରିବାରର କୌଣସି ସଦ୍ୟସ ପଜିଟିଭ ନଥିଲାବେଳେ ରିପୋର୍ଟ ପଜିଟିଭ ଆସିବା ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପୁଣି ୧୩ ଦିନ ପରେ ସେ ପୁର୍ନବାର ଟେଷ୍ଟ କରାଇବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular