spot_img

ଆଜିଠୁ ଖୋଲିଲା କୂଳଡିହା ଅଭୟାରଣ୍ୟ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଭୟାରଣ୍ୟ କୂଳଡିହା ଆଜିଠୁ ଖୋଲିଲା । ଦୀର୍ଘ ୮ ମାସ ଧରି କୋଭିଡ କଟକଣା ସହ ବର୍ଷା ଋତୁ ପାଇଁ କୂଳଡିହା ଅଭୟାରଣ୍ୟ ବନ୍ଦ ପଡିଥିଲା । ଏବେ କୋଭିଡ ନିୟମ ପାଳନ ହେବା ସହ ପୁଣି ଅଭୟାରଣ୍ୟ ଖୋଲିଛି। ଏହା ସହ ପର୍ୟ୍ୟଟକଙ୍କ ପାଇଁ ରାତ୍ରୀଯାପନର ବ୍ୟବସ୍ଥା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular