spot_img

ଆଜି କୁମାର ପୂର୍ଣ୍ଣିମା

ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଓଡିଶାର ପୁର ପଲ୍ଲୀରେ ପାଳିତ ହେଉଛ କୁମାରୀ ଉତ୍ସବ । ସକାଳୁ ସକାଳୁ କୁମାରୀ ମାନେ ସୂର୍ଯ୍ୟ ପୂଜା କରି ବ୍ରତ ଧାରଣ କରିଛନ୍ତି । ଆଜି ସଂନ୍ଧ୍ୟା ବେଳେ ଜହ୍ନଙ୍କୁ ପୂଜା କରି ନିଜର ବ୍ରତ ସମାପନ କରିବେ । କୁମାରପୂର୍ଣ୍ଣମା ଅବସରରେ ଶ୍ରୀମନ୍ଦିରରେ ସଂପନ୍ନ ହେବ ସ୍ୱତନ୍ତ୍ର ନୀତି । ମା ମହାଲକ୍ଷ୍ମୀଙ୍କ ସହିତ ପଶା ଖେଳିବେ ପ୍ରଭୁ ଜଗନ୍ନାଥ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular