ମେଲବୋର୍ନ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ବୋଲରଙ୍କୁ ନେଇ ବଡ ବୟାନ ଦେଲେ ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ । ତାଙ୍କ କହିବା ଅନୁସାରେ, ଭାରତୀୟ ବୋଲରମାନେ ସଫଳତାର ସହ ଆମକୁ କେତେଥର ଚକମା ଦେଇଛନ୍ତି । ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି । ଏହା ସହ ସେ ସିରିଜରେ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବା ଷ୍ଟିଭ ସ୍ମିଥଙ୍କୁ ସମର୍ଥନ ମଧ୍ୟ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0