spot_img

ସ୍ପେଶାଲ୍‌ ସ୍କ୍ୱାର୍ଡ ପଞ୍ଝାରେ ୨ଜଣ କାର୍‌ ଲୁଟେରା 

ଭୁବନେଶ୍ୱର : ଜଗତସିଂହପୁର ଅଞ୍ଚଳରୁ ୨ଜଣ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ  ଓ ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଲୁଟ୍‌ କାର ଜବତ କରାଯାଇଛି ।

ଖବର ଅନୁଯାୟୀ, ବହୁ ଦିନ ଧରି ଏମାନେ ବିଭିନ୍ନ ସ୍ଥାନରେ କାର୍‌ ଲୁଟ୍‌ ଘଟଣାରେ ସାମିଲ ଥିଲେ । ଯାହାକୁ ନେଇ ସ୍ପେଶାଲ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଶେଷରେ ଜଗତସିଂହପୁର ଅଞ୍ଚଳରୁ  ୨ଜଣ କାର୍‌ ଲୁଟେରାଙ୍କୁ ଗିରଫ ହୋଇଛନ୍ତି । ସ୍ପେଶାଲ ସ୍କ୍ୱାର୍ଡ  ଓ ଖଣ୍ଡଗିରି ଥାନା ପୋଲିସ ମିଳିତ ଅପରେସନରେ ୨ ଲୁଟେରାଙ୍କୁ ଗିରଫ କରିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଅନେକ ଥାନାରେ ଉଭୟଙ୍କ ନାଁରେ ୨୦ରୁ ଅଧିକ ମାମଲା ରହିଛି । ଲୁଟେରାଙ୍କୁ ପଚରାଉଚରା ଜାରି ରହିଛି । କିଛି ନୂଆ ତଥ୍ୟ ମିଳିବାରେ ଆଶା ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular