ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କଲା ପ୍ରଶାସନ । ଖୋର୍ଦ୍ଧା ଉପକଣ୍ଠ ନିଜିଗଡ ତାପଙ୍ଗରେ ଥିବା ହତିଆ ପାହାଡ ଏବେ ଓଡିଶାର ଲଦାଖ ଭାବେ ବେଶ ପ୍ରସିଦ୍ଧ ଲାଭ କରିଛି । ଏଠାରେ ଛୁଟୁଛି ପର୍ଯ୍ୟଟଙ୍କ ସୁଅ । ଆଉ ଏଠାରେ ପାଦେ ପାଦେ ରେ ରହିଛି ବିହଦ ।ତେବେ ଏଠାକୁ ଆସୁଥିବା ପର୍ଯ୍ୟଟଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏବେ ସଚେତନ ହୋଇଛି । ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛି ଜିଲ୍ଲା ପ୍ରଶାସନ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0