ଭୁବନେଶ୍ବର : ରାଜଧାନୀରେ ବିଭିନ୍ନ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ଲୁଟେରା ଲେଡି ଡନ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହାସହିତ ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ବାଇକ୍, ମନି ପର୍ସ ଓ ବିଭିନ୍ନ ଲୁଟ୍ ସାମଗ୍ରୀ ଜବତ ମଧ୍ୟ ହୋଇଛି । ଖାରବେଳନଗର, ଶହୀଦନଗର, କ୍ୟାପିଟାଲ ଥାନା ଓ ଖଣ୍ଡଗିରି ଅଞ୍ଚଳରେ ଚଳାଇଥିଲେ ଲୁଟପାଟ୍ । ଏମାନଙ୍କ ନାଁରେ ବହୁ ଅଭିଯୋଗ ରହିଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0