ପାଟଣା: ରାଷ୍ଟ୍ରୀୟ ଜନତା ଦଳ ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଗୁରୁତର । ତେବେ ରାଷ୍ଟ୍ରୀୟ ଜନତା ଦଳ ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଗୁରୁତର ବୋଲି କହିଛନ୍ତି ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ । ଡାକ୍ତର ଉମେଶ ଯାଦବ କହିଛନ୍ତି, ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ । ପୂର୍ବ ଅପେକ୍ଷା ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ଗମ୍ଭୀର ହୋଇପଡିଛି । ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚାରା ଘୋଟାଲା ମାମଲାରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ, ରାଞ୍ଚିରେ ଚିକିତ୍ସିତ ହେଉଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0