ହାଇଦ୍ରାବାଦ: ହାଇଦ୍ରାବାଦ ସ୍ଥିତ ଔଷଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୮ଜଣ ଲୋକ ପୋଡ଼ି ଯାଇଥିବାର ଆଶଙ୍କା କରାଯାଉଛି। ବିନ୍ଧ୍ୟା ଓର୍ଗାନିକ୍ସର ଏହି ଔଷଧ ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ୍ ଔଦ୍ୟୋଗିକ କ୍ଷେତ୍ରରେ ରହିଛି। ତେବେ ଦ୍ବିପ୍ରହରରେ ହଠାତ୍ ଏଠାରେ ନିଆଁ ଲାଗିଯାଇଛି। ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଦମକଳଗାଡ଼ି ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରି ଦେଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0