ଆଶ୍ୱିନ ମାସରେ ଜମିଫାଟି ଆଁ । ବର୍ଷା ଅଭାବରୁ ନିଆଳି ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଛି । ଆଶ୍ୱିନ ମାସରେ ଆବଶ୍ୟକ ବର୍ଷା ନହେବାରୁ ଧାନ ଗଛ ପ୍ରଚଣ୍ଡ ଖରାରେ ଜଳିବାକୁ ବସିଲାଣି । ପାଣି ଚିନ୍ତାରେ ଧାନ ଚାଷୀ । ନାଳରେ ନାହିଁ କେନାଲ ପାଣି । କେଉଁଠି କୁତ୍ରିମ ବର୍ଷା ସୃଷ୍ଟି ହୋଇଛି ତ ଆଉ କେଉଁଠି ବିଲରେ ପାଣିନଥିବାରୁ ଜମିରେ ଧାନ ତଳି ରୁଆ ହୋଇପାରିନି । ଚଳିତ ବର୍ଷ ନିଆଳିର ଏକ ହଜାର ହେକ୍ଟର ଚାଷଜମିରେ ଧାନ ଚାଷ କରିଥିଲେ ଚାଷୀ । ହେଲେ ବର୍ଷା ଅଭାବରୁ ଏବେ ଚିନ୍ତାରେ ଚାଷୀ । ସେପଟେ ଦେବଗଡର ରିଆମାଳ ବ୍ଲକରେ ଗଣ୍ଠି ପୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଚାଷୀ । ବିଲ ମଧ୍ୟରେ ପାଣି ଜମି ରହିବା ଫଳରେ ରୋଗ ପୋକ ଯୋଗୁଁ ଫସଲହାନି ହୋଇଛି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0