ନେପାଳରେ ଭୂସ୍ଖଳନ। ଭୂସ୍ଖଳନରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜଣେ ଅଧିକାରୀଙ୍କ କହିବାନୁଯାୟୀ ଗତ ୨୪ ଘଣ୍ଟାରେ ନେପାଳର ମୟାଗଡି, ଜାଜରକୋଟ ଏବଂ ସିନ୍ଦୁପାଳଚୋକ ଜିଲ୍ଲାରେ ଭୂସ୍କଳନ ପରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ନିଖୋଜ ଥିବା ଜଣାପଡିଛି । ଏନେଇ ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ତଦନ୍ତ ଜାରି ରହିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0