spot_img

ପାଣ୍ଡ୍ୟାଙ୍କୁ ଲାଙ୍ଗରଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପାଣ୍ଡ୍ୟାଙ୍କୁ ଲାଙ୍ଗରଙ୍କ ପ୍ରଶଂସା । ଗତକାଲି ଖେଳାଯାଇଥିବା ଦ୍ୱିତୀୟ ଅନ୍ତଜାର୍ତୀୟ ଟି୨୦ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପା୍ୟାଣ୍ଡ୍ୟାଙ୍କ ମ୍ୟାଚ ବିଜୟୀ ଇନିଂସ ନର୍ଶନୀୟ ଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ ଜଷ୍ଟିସ ଲାଙ୍ଗରା । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ପାଣ୍ଡ୍ୟା ମା୍ୟଚରେ ଫିନିଶର ଭୂମିକା ନିର୍ବାହ କରିଥିଲେ । ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ପିଛା କରୁତିବା ବେଳେ ସେ ୨୨ ବଲରେ ଦ୍ରଚତ ୪୨ ରନ କରି ପରାଜିତ ହୋଇନଥିଲେ । ଯାହାଫଳରେ ଭାରତ ୬ ଉଇକେଟରେ ଜିତି ୩ ମ୍ୟାଚବିଶିଷ୍ଟ ସିରିଜରେ ୨-୦ ରେ ଆଗୁଆ ସିରିଚ ଜିତି ନେଇଥିଲା । ପାଣ୍ଡ୍ୟା ରବିବାର ଅତୀତରେ ଧୋନୀଙ୍କ ଠାରୁ ତାହା ଦେଖିବାକୁ ମିଳିଥିଲା ବୋଲି ମ୍ୟାଚ ପରେ ଏକ ଭର୍ଚୁଆଲ ଖବରଦାତା ସମ୍ମୀଳନିରେ ଲାଙ୍ଗର ପ୍ରକାଶ କରିଥିଲେ । ଭାରତ ଏକ ଶକ୍ତିଶାଳୀ ଦଳ ବୋଲି ଲାଙ୍ଗର ସ୍ୱୀକାର କରିବା ସହ ଏହି ଦଳରେ ବହୁ ଅଭିଜ୍ଞ ଖେଳାଳୀ ରହିଥିବା କହିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular