ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଜେ ସିରିଜର ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ ଗୁଡିକ ସଂପୂର୍ଣ୍ଣ ଭାବେ ଭାରତରେ ତିଆରି ହୋଇଛି ବୋଲି କମ୍ପାନୀ ଦାବି କରିଛି। ବିଶେଷ କଥା ହେଉଛି ଉପଭୋକ୍ତାମାନେ ନିଜ ପସନ୍ଦ ଅନୁଯାୟୀ ଏହି ସ୍ମାର୍ଟଫୋନ୍ଗୁଡ଼ିକୁ କଷ୍ଟମାଇଜ୍ କରିପାରିବେ । ଭାରତରେ କମ୍ପାନୀ ଲାଭା z1, z2, z3 ଏବଂ z6 ସ୍ମାର୍ଟଫୋନ୍ ଲଞ୍ଚ କରିଛି। ଏହି ସମସ୍ତ ସ୍ମାର୍ଟଫୋନ୍ ଗୁଡିକ ବିଭିନ୍ନ ମୂଲ୍ୟ ରେଞ୍ଜରେ ପରିଚିତ ହୋଇଛି । କମ୍ପାନୀ କହିଛି ତ ପ୍ରୋଗ୍ରାମ ଅଧୀନରେ ଗ୍ରାହକମାନେ ଫୋନ୍ କିଣିବା ପରେ ମଧ୍ୟ ଜଇଗ ଏବଂ ମେମୋରୀ ବୃଦ୍ଧି କରିପାରିବେ ।




Visitors Today : 1
Total Visitors : 130301
Total Views : 9891804
Visitors Online Now : 0