ଲିବିୟାରେ ଅପହୃତ ୭ ଭାରତୀୟ ମୁକ୍ତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ ଏବଂ ଉତରପ୍ରଦେଶର ୭ ଜଣ ନାଗରିକଙ୍କୁ ସେପ୍ଟେମ୍ବର ୧୪ ତାରିଖରେ ଲିବିୟାରେ ଅପହରଣ କରାଯାଇଥିଲା । ତେବେ ଏହି ୭ ଜଣ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଟୁନିସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପୁନି ତରୟ କୁଣ୍ଡଲ୍ ସୂଚନା ଦେଇଚନ୍ତି । ଲିବିୟାରେ ୭ ଭାରତୀୟ ଅପହୃତ ହୋଇଥିବା ନେଇ ଗତ ଗୁରୁବାର ଜଣା ପଡିବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା ।



Visitors Today : 5
Total Visitors : 130530
Total Views : 9892077
Visitors Online Now : 0