ହାଥରସ୍ ଗ୍ୟାଙ୍ଗରେପ୍ ମାମଲା । କିଛି ଘଂଟା ପୂର୍ବରୁ ନିଜ ୱେବସାଇଟରେ ଅପଲୋଡ କରିଥିବା ଏଫଆଇଆର ଏବଂ ପ୍ରେସ୍ ଷ୍ଟେମେଂଟକୁ ୱେବସାଇଟରୁ ହଟାଇ ଦେଇଛି ସିବିଆଇ । ଡିପାର୍ଟମେଂଟ୍ ୍ଫି ପର୍ସନାଲ ଆଣ୍ଡ ଟ୍ରେନିଂ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ଚର୍ଚିତ ଗ୍ୟାଙ୍ଗରେପ୍ ମାମଲା ଗ୍ରହଣ କରିଥିଲା ସିବିଆଇ । ଗତକାଲି ସିବିଆଇ ପକ୍ଷରୁ ଧାରା ୩୦୭, ୩୭୬ ଏବଂ ୩୦୨ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏଥିସହ ମାମଲାର ଏଫଆଇଆର ଏବଂ ପ୍ରେସ୍ ଷ୍ଟେମେଂଟକୁ ୱେବସାଇଟରେ ଅପଲୋଡ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0