ସୁନ୍ଦରଗଡ: ବଜ୍ରପାତରେ ଜଣେ ମୃତ । ମୃତକ ହେଲେ ସୁନ୍ଦରଗଡ ଜିଲ୍ଳା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ଗ୍ରାମର ଫୋଗୁ ନାଏକ । ଗତକାଲି ସଂନ୍ଧ୍ୟାରେ ସେ ବାହାରେ ଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0