spot_img

ଚାରି ଦିନ ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ

ସିଡନୀ: ମାତ୍ର ଆଉ ଚାରି ଦିନ ପରେ ଅର୍ଥାତ ନଭେମ୍ବର ୨୭ରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସିରିଜ । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ରେ ଭାରତ ୩ ଟି ଟି-୨୦, ୩ ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ରେ ପ୍ରଥମେ ଦିନିକିଆ, ପରେ ଟି-୨୦ ଏବଂ ଶେଷରେ ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ‘ବ୍ଲୁ ବ୍ରିଗେଡ୍’ର ମିଶନ ଅଷ୍ଟ୍ରେଲିଆ ନଭେମ୍ବର ୨୭ ଶୁକ୍ରବାର ସିଡନୀ ଦିନିକିଆରୁ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular