ଯାଜପୁର: ଚୋରା ଦେଶୀ ମଦର ଆଡ୍ଡା ପାଲଟିଛି ଛତିଆ ଅଞ୍ଚଳ । ଦିନକୁ ଦିନ ବଢ଼ିଚାଲିଛି ଚୋରା ଦେଶୀ ମଦ କାରବାର। ଯାଜପୁର ଜିଲ୍ଲା ଅବକାରୀ ବିଭାଗ ଛତିଆ ଅଞ୍ଚଳର ଇଚ୍ଛାନଗର ପାଟଣାର ଆକୁଳୀ ବେହେରାଙ୍କ ଘରେ ଅଚାନକ ଚଢ଼ାଉ କରି ୨୫୦ ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।

Visitors Today : 1
Total Visitors : 130303
Total Views : 9891806
Visitors Online Now : 0