ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକ ପ୍ରକଶ କରି ଲେଖିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ ଜଣେ ଅତି ଚତୁର ରାଜନେତା ଏବଂ ଜଣେ ଅତି ଜଣାଶୁଣା ବ୍ୟକ୍ତି ଥିଲେ । ସେ ସର୍ବଦା ନିଜର ବୃତ୍ତିଗତ ଜୀବନକୁ ବ୍ୟକ୍ତିଗତଠାରୁ ଅଲଗା ରଖୁଥିଲେ । ସେ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0