spot_img

ଆରପାରିରେ ପ୍ରଣବ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପ୍ରଣବ ମୁଖାର୍ଜୀଙ୍କ ନିଧନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଶ୍ରଦ୍ଧାଜଂଳି ଦେଇଛନ୍ତି । ଆଜି ତାଙ୍କର ପରଲୋକରେ ପୁରା ଦେଶ ମର୍ମାହତ .. ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular