spot_img

ମହିଳାଙ୍କଠୁ ସୁନା ଚେନ୍ ଲୁଟ୍

ଚୌଦ୍ବାରଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଉପରେ ଗୁଳି ମାଡ କରି ଲୁଟ୍ । ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ମହିଳାଙ୍କଠୁ ସୁନା ଚେନ୍ । ଦୁର୍ବୃତ୍ତମାନେ ଜଗତପୁରରୁ ପିଛା କରି ଟାଙ୍ଗୀ ସ୍ଥିତ ହରିଅନ୍ତାଠାରେ ମହିଳାଙ୍କ ଉପରକୁ ଫାଙ୍କା ଗୁଳି କରି ତାଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ଲୁଟ୍ ର ଶିକାର ହୋଇଛନ୍ତି ସ୍ଥାନୀୟ ହରିଅନ୍ତା ଗ୍ରାମର ମମତା ରାଉତ । ତାଙ୍କ ବୟସ ୪୫ ବର୍ଷ । ତାଙ୍କ ସ୍ବାମୀ ଲିଙ୍ଗରାଜ ରାଉତ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଟାଙ୍ଗୀ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ଛାନଭିନ୍ କରୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular