ଖୋର୍ଦ୍ଧା: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣରେ ଖୋର୍ଦ୍ଧାବାସୀଙ୍କ ଯୋଗଦାନ ନେଇ ଏକ ବୌଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ତରଫରୁ ଗୀତା ଭବନ ପରିସରରେ ଏହି ବୌଠକ ଅନୁ୍ଷ୍ଠିତ ହୋଇଥିଲା । ଅଯୋଧ୍ୟରେ ଶ୍ରୀରାମ ମନ୍ଦିର ନିର୍ମାଣ ନେଇ ଆସନ୍ତା ୧୪ ତାରିଖରୁ ଶ୍ରୀରାମ ରଥ ଖୋର୍ଦ୍ଧା ସହରରେ ପରିକ୍ରମା କରାଯିବ । ପ୍ରଭୁଙ୍କ ମନ୍ଦିର ନିର୍ମାଣରେ ଖୋର୍ଦ୍ଧା ବାସୀଙ୍କ ମୁଖ୍ୟ ଯୋଗଦାନ ନେଇ ରଥ ପରିକ୍ରମା କରିବ । ଖୋର୍ଦ୍ଧାର ସମସ୍ତ ବ୍ଲକ ଓ ପଂଚାୟତରେ ଶ୍ରୀରାମ ରଥକୁ ପରିକ୍ରମା କରାଯିବ । ବୈଠକରେ ବରିଷ୍ଠ ଆଇନଜିବୀ ଶ୍ରୀ ଶକ୍ତି ଶଙ୍କର ମିଶ୍ର , ଶ୍ରୀ ବିଧାନ ମହାନ୍ତି, ଶ୍ରୀ ବୈକୁଷ୍ଠ ମହାପାତ୍ର, ଅବସରପ୍ରାପ୍ତ ସେନାଅଧିକାରୀ ଶ୍ରୀ ମଧୁସୁଦନ ଦାସ ସହିତ ଅନ୍ୟ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0