spot_img

ଚତୁର୍ଥ ଟେଷ୍ଟରୁ ବାଦ ପଡିଲେ ଜାଡେଜା

ସିଡନୀ: ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ବାଦ ପଡିଲେ ରବୀନ୍ଦ୍ର ଜାଡେଜା । ଜାଡେଜାଙ୍କ ବାମ ହାତ ବୁଢ଼ାଆଙ୍ଗୁଠିରେ ବଲ ବାଜିବା କାରଣରୁ ଫାକଚର ହୋଇଛି । ଫଳରେ ଆସନ୍ତା ଜାନୁଆରୀ ୧୫ରୁ ବ୍ରିସବେନରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟରୁ ବାଦ ପଡିବାର ସୂଚନା ମିଳୁଛି । ଅନ୍ୟପଟେ ଭାରତୀୟ ଦଳର ୱିକେଟ ରକ୍ଷକ ରିଷଭ ପନ୍ଥ ମଧ୍ୟ ବ୍ୟାଟିଂ କରିବା ସମୟରେ ଆହତ ହୋଇଛନ୍ତି । ଯାହାକୁ ଭାରତୀୟ ଦଳକୁ ଡବଲ ଝଟକା ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular