spot_img

ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗିହୋଇଛି ନବାନ୍ନ । ଡିଜିଟାଲ ପ୍ଲାଟଫର୍ମରେ ମା’ଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପ୍ରଥମ ଥର ପାଇଁ କରୋନା କଟକଣା ଭିତରେ ପଶ୍ଚିମ ଓଡିଶାରେ ପାଳନ କରାଯାଉଛି କୃଷିଭିତ୍ତିକ ପର୍ବ ନୂଆଖାଇ । ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେଉଛି ପର୍ବ । ମା’ଙ୍କ ଠାରେ ନବାନ୍ନ ଳାଗିହେବା ପରେ ଯାଇ ସମସ୍ତେ ନବାନ୍ନ ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular