ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ ମଧ୍ୟ କେବଳ ବିଧି ରକ୍ଷା ପାଇଁ ମଣ୍ଡପରେ ହେବ ମା’ଙ୍କ ପୂଜାର୍ଚ୍ଚନା ।ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଚଳିତ ବର୍ଷ ମଧ୍ୟ ବିଶେଷ କିଛି ସାଜସଜ୍ଜା ହୋଇନାହିଁ । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ବିନା ଭକ୍ତରେ ପରଦା ଆଢ଼ୁଆଳରେ ହେବ ପୂଜା ।
ପରମ୍ପରା ଦୃଷ୍ଟିରୁ ଲକ୍ଷ୍ମୀ ପୂଜା କେବଳ ବିଧି ମୁତାବକ କରାଯାଉଛି। ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, କଟକଣାକୁ କଡ଼ାକଡ଼ି ପାଳନ କରି ପୂଜା ପାଇବେ ମା’ ଗଜଲକ୍ଷ୍ମୀ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0