ଭୁବନେଶ୍ୱର: କରୋନା କଟକଣା ଭିତରେ ଚାଲିଛି ମା’ଙ୍କ ଶାରଦୀୟ ନବରାତ୍ର ପୂଜା । ବିଭିନ୍ନ ଶକ୍ତିପୀଠରେ ମାଆ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି । ଆଜି ତୃତୀୟ ଦିନରେ ଚନ୍ଦ୍ରଘଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0