ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୫ତମ ମ୍ୟାଚ । ତେବେ ରାଜସ୍ଥାନ ରୟାଲ୍ସ ଠାରୁ ବିଜୟ ଲକ୍ଷ ନେଇ ପଡିଆକୁ ଓଲ୍ଲାଇବ ଆଜି ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚ ଆବୁଧାବିରେ ସଂନ୍ଧ୍ୟା ୭.୩୦ରେ ଖେଳାଯିବ । ଚେନ୍ନଇର ନେତୃତ୍ୱାଧିନ ମହେନ୍ଦ୍ର ସିଂ ଧୋନି ନେଉଥିବା ବେଳେ ବିପକ୍ଷ ଦଳକୁ ଷ୍ଟିଭ ଷ୍ମିତ ନେତୃତ୍ୱ ନେଉଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0