ଖୁବଶୀଘ୍ର ଓଡିଶାର ସମସ୍ତ ଜଳ ବିବାଦର ସମାଧାନ ହେବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ରାଜ୍ୟ ନିଜ ନିଜ ଭିତରେ ସମସ୍ୟାର ସମାଧାନ କରନ୍ତୁ । ରାଜ୍ୟରେ କିଭଳି ସମାଧାନ କରିହେବ ଚେଷ୍ଟା କରିବେ ମନ୍ତ୍ରୀ ବିଶେଶ୍ୱର ଟୁଡୁ । ମହାନଦୀ ସଂଯୋଗୀକରଣ ନେଇ ଊଚଜ ପ୍ରସ୍ତୁତ ଚାଲିଛି । ଏହି ରାଜ୍ୟ ନଦୀ ସଂ ଯୋଗକରଣକୁ ଅସହଯୋଗ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0