spot_img

ଖଣି ସହର ଯୋଡ଼ାରେ ବନ୍ଦର ପ୍ରଭାବ…

କେନ୍ଦୁଝର :  କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନିମାନଙ୍କ ମିଳିତ ଆହ୍ଵାନରେ ଭାରତର ପ୍ରାୟ ୧୦ଟି ଶ୍ରମିକ ସଂଗଠନ (ଟ୍ରେଡ଼ ୟୁନିଅନ) ଯଥା- ଅଲ ଇଣ୍ଡିଆ ଟ୍ରେଡ଼ ୟୁନିଅନ କଂଗ୍ରେସ (ଏଆଇଟିୟୁସି), ଅଲ ଇଣ୍ଡିଆ ସେଣ୍ଟ୍ରାଲ କାଉନସିଲ ଅଫ ଟ୍ରେଡ଼ ୟୁନିଅନ (ଏଆଇସିସଟିୟୁ), ସେଣ୍ଟର ଅଫ୍ ଇଣ୍ଡିଆନ ଟ୍ରେଡ୍ ୟୁନିୟନ (ସିଆଇଟିୟୁ), ଅଲ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିଅନ ସେଣ୍ଟର (ଏଆଇୟୁଟିୟୁସି) ହିନ୍ଦୁମଜଦୁର ସଭା ପ୍ରମୁଖ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ପ୍ରଭାବ ଆଜି ଯୋଡ଼ା ବ୍ଲକ ଏବଂ ଖଣି ସହର ବଡ଼ବିଲ ବଲାଣି ଆଖପାଖ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି । ନିତ୍ୟାନ୍ତ ଆବଶ୍ୟକ ଦୋକାନ ଯେପରି ମେଡ଼ିକାଲ ଷ୍ଟୋର କୁ ଛାଡ଼ି ବଜାରାରେ ଗାଡ଼ି ମୋଟର ସବୁ ବନ୍ଦ୍ ଥିଲା । ସମସ୍ତ ଶ୍ରମିକ ସଂଗଠନ (ଟ୍ରେଡ଼ ୟୁନିଅନ ମିଳିତ ଭାବେ – ସାମଗ୍ରୀର ଦରବୃଦ୍ଧି ,ଶ୍ରମିକ ବିରୋଧୀ ଶ୍ରମକୋଡ୍ ,କୃଷକ ବିରୋଧୀ କୃଷି ଆଇନ୍ ,ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଇତ୍ୟାଦି କୁ ନେଇ ବନ୍ଦ ପାଳନ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular