ମାଲକାନଗିରି: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ସାରା ରଜ୍ୟ ଏବେ ଚିନ୍ତାରେ ପଡିଗଲାଣି । ସେହିପରି ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରିକୁ ପୁଣି ୪ଦିନ ସଟଡାଉନ କରାଯାଇଛି । ଆଜି ରାତି ୯ଟାରୁ ୨ତାରିଖ ରାତି ୧୨ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି । । ଏହାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ପୈାରାଞ୍ଚଳ, ବାଲିମେଳା ଏନଏସିକୁ ସଟଡାଉନ ଘୋଷଣା କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0