spot_img

ଜଗନ୍ନାଥଙ୍କୁ ଆରୋଧନା କଲେ ମମତା

କଲିକତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଘରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି। ମମତା ତାଙ୍କ କାଳିଘାଟ ବାସଭବନରେ ଘଗବାନ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ମମତା ବାନାର୍ଜୀ ଏ ନେଇ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ପୂଜାର୍ଚ୍ଚନାର ଏକ କ୍ଲିପ ଶେୟାର କରିଛନ୍ତି। ଏହି ପୂଜା ସମୟରେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular