spot_img

ଧାନ କଟାଳିଙ୍କୁ ଦଳି ଦେଲା ହାତୀ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ନିକଟ ଯାଜଭୈରବ ନୂଆଗାଁରେ ଜଣେ ଧାନ କଟାଳିଙ୍କୁ ଦଳି ଦେଲା ହାତୀ। ଘଟଣା ସ୍ଥଳରେ ଧାନ କଟାଳି ମୃତ । ମୃତକ ଜଣକ ହେଉଛନ୍ତି, ବୁଢା଼ଳିଙ୍ଗ ଗ୍ରାମର ରତ୍ନାକର ବେହେରା। ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ୧୨ଟି ହାତୀ ଧାନ ଖାଇବା ସହିତ ରତ୍ନାକରକୁ ଶୁଣ୍ଢରେ ମାରି ଦଳି ଚକଟି ପକାଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ୍ ପହଁଚି ଛାନଭିନ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular